Jump to content

ମୁଣ୍ଡା ମହଣ

ଉଇକିଅଭିଧାନ‌ରୁ

ମୁଣ୍ଡା ମହଣ

ଉଚ୍ଚାରଣ

[ସମ୍ପାଦନା]

(ମୁଣ୍ଡାମଣ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅମଣିଆ ଦାମୁଡ଼ିଙ୍କୁ ବେକରେ ଗୋଟାଏ ଭାରି କାଠ ମୁଣ୍ଡିଆ ଝୁଲାଇ ମଣ କରିବା ରୀତି — Breaking or training of an untrained young bullock by suspending a heavy log of wood from its neck.

[ଦ୍ରଷ୍ଟବ୍ୟ — ଏପରି ମଣ କଲେ ଦାମୁଡି ଉପରକୁ ମୁଣ୍ଡ ଟେକି ଚାଲିବାରେ ଅଭ୍ୟସ୍ତ ହୁଏ)