ମୁଣ୍ଡିଆ
ଦେଖଣା
ମୁଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୁଣ୍ଡିଆ
|
ଦେଶଜ - ବି—(ସଂସ୍କୃତ - ମୁଣ୍ଡ)
[ସମ୍ପାଦନା]- ୧. ମୁଣ୍ଡଦ୍ୱାରା ଆଘାତ —୧. A butting given by the head; a stroke given by the head.
- ୨. ଭୂମିରେ ମୁଣ୍ଡ ଲଗାଇ ନମସ୍କାର —୨ Obeisance made by touching the head on the ground.
- ୩. ବୃକ୍ଷଶୂନ୍ୟ ଛୋଟ ପାହାଡ଼ —୩. Treeless hill; hillock.
- ୪. କାଠର ବଡ଼ ମୁଣ୍ଡା — ୪, A big log of wood.
- ୫. ପଥରର ମୁଣ୍ଡା — ୫. A big piece of stone.
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ମୁଣ୍ଡଯୁକ୍ତ —Headed.
(ଯଥା—ମଳି ମୁଣ୍ଡିଆ, ଓ ମୁଣ୍ଡିଆ)