ମୁଣ୍ଡିଆ ପକାଇବା
ଦେଖଣା
ମୁଣ୍ଡିଆ ପକାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡିଆ ପକାଇବା
|
(ମୁଣ୍ଡିଆ ମାରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଭୂମିରେ ମୁଣ୍ଡ ଲଗାଇ ପ୍ରଣାମ କରିବ —୧. To bow to a person or Deity by touching the ground with the head.
- ୨. ମୁଣ୍ଡଦ୍ୱାରା ଆଘାତ-କରିବା —୨.-To -butt -with -the -head.