ମୁଣ୍ଡିଆ ମାରିବା
ଦେଖଣା
ମୁଣ୍ଡିଆ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପ୍ରଣାମାର୍ଥ କୌଣସି ବ୍ୟକ୍ତିକୁ ବା ଦେବତାଙ୍କ ଗୋଡ଼ ନିକଟରେ ଆପଣା ମୁଣ୍ଡକୁ ଭୂମିରେ ଛୁଆଁଇବା; ଗୋଡ଼ରେ ପଡ଼ିବା ୨ ଆପଣା ମୁଣ୍ଡଦ୍ୱାରା କୌଣସି ବସ୍ତୁକୁ ଆକ୍ରମଣ ବା ଆଘାତ କରିବା ୩ (ମାତୃଗର୍ଭସ୍ଥ ଭୃଣ) ଜୀବିତାବସ୍ଥା ପ୍ରାପ୍ତ ହୋଇ ଗର୍ଭରେ ଇତସ୍ତତଃ ଗତିଶୀଳ ହେବା ଅବସ୍ଥାରେ ମାତାର ପେଟର କାନ୍ଥରେ ଭ୍ରୃଣର ମୁଣ୍ଡ ବାଜିବା