Jump to content

ମୁଣ୍ଡିତ କେଶ

ଉଇକିଅଭିଧାନ‌ରୁ

ମୁଣ୍ଡିତ କେଶ

ଉଚ୍ଚାରଣ

[ସମ୍ପାଦନା]
(ମୁଣ୍ଡିତ -କେଶା, -ମୁଣ୍ଡିତ ମୁଣ୍ଡା, ମୁଣ୍ଡିତ ଶିରସ୍କା[ମସ୍ତକା]—ସ୍ତ୍ରୀ] 

(ମୁଣ୍ଡିତ ମୁଣ୍ଡ, ମୁଣ୍ଡିତ ଶିରାଃ, ମୁଣ୍ଡିତ ଶିରସ୍କା—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରିହୀ)

[ସମ୍ପାଦନା]
୧. ଲଣ୍ଡା ମୁଣ୍ଡା — ୧. Shaven-headed.
୨. ଟାଙ୍ଗରା — ୨. Bald-headed.