ମୁଣ୍ଡିବା
ଦେଖଣା
ମୁଣ୍ଡିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡିବା
|
ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ମୁଣ୍ଡ ଧାତୁ)
[ସମ୍ପାଦନା]- ୧. ଗଛର ଉପରିଭାଗରୁ ଶାଖା ପ୍ରାଶାଖା କାଟିବା —୧. To lop off the branches of a tree.
- ୨. ଅଗରୁ କର୍ତ୍ତନ କରିବା —୨. To cut down from the top; to pair (the nails)
(ଉ—ଦାନ୍ତ ଘଷିବା ନଖ ମୁଣ୍ଡି ସ୍ନାନ କରି କୃଷ୍ଣସିଂହ ମହାଭାରତ. ବନ)
- ୩. କ୍ଷୌର କରିବା —୩. To shave.