Jump to content

ମୁଣ୍ଡି ମାରିବା

ଉଇକିଅଭିଧାନ‌ରୁ

ମୁଣ୍ଡି ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଦେଉଳର) ଅଗ୍ରଭାଗରେ ବାକି ଥିବା କାର୍ଯ୍ୟକୁ ଶେଷ କରି ଦେଉଳ ଗଢ଼ା କାମର ସମାପ୍ତି; ଦେଉଳକୁ ମୁଦିବା —୧. To complete the construction of a temple by finishing the top; to set the coping stone to a temple.
୨. (ଲକ୍ଷାଣର୍ଥ) କୌଣସି କାର୍ଯ୍ୟଶଷ କରିବା —୨. (figurative) To complete a work; to give the finishing touch to a thing.