ମୁଣ୍ଡୀ
ଦେଖଣା
ମୁଣ୍ଡୀ
ଉଚ୍ଚାରଣ
[ସମ୍ପାଦନା](ମୁଣ୍ଡା—ପୁଂ)
ସଂସ୍କୃତ - -ବିଶେଷ୍ୟ - -ପୁଂ -(ମୁଣ୍ଡ+ଇନ୍; -୧ମା. -୧ବ)
[ସମ୍ପାଦନା]- ୧. ଭଣ୍ଡାରୀ — ୧. Barber.
- ୨. ମହାଦେବ —୨. Ṡiba.
- ୩. ମୁଣ୍ଡିକା - (ଦେଖ) - —୩. -Muṇḍikā (See)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ମୁଣ୍ଡିତ କେଶ (ମହାଭାରତ) —With shaven head.
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା](ଅନୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ବ୍ୟବହୃତ ହୁଏ; ଯଥା—ଉକୁଣୀ ମୁଣ୍ଡୀ)— ମୁଣ୍ଡ—ଯୁକ୍ତା —Head-ed (useded in compound)