Jump to content

ମୁଣ୍ଡୁଳାଜାଲ

ଉଇକିଅଭିଧାନ‌ରୁ

ମୁଣ୍ଡୁଳାଜାଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଦେଢ଼ ବା ଦୁଇ ହାତ ବ୍ୟାସ ବିଶିଷ୍ଟ ଗୋଟିଏ କାଠର ବା ବାଉଁଶର ପରିଧି ସହିତ ସଂଯୁକ୍ତ କ୍ଷୁଦ୍ର ଜାଲବିଶେଷ — A round net with a circular bomboo or wooden rim in the shape of a basket.

[ଦ୍ରଷ୍ଟବ୍ୟ —ଛୋଟ ଛୋଟ ମାହାରାମାନଙ୍କରେ ବହି ଯାଉଥିବା ପାଣି ସୁଅରୁ ମାଛ ଛାଣିଲା ପରି ଧରିବା ନିମନ୍ତେ ଏହି ଜାଲ ବ୍ୟବହୃତ ହୁଏ]