ମୁଣ୍ଡୋଇ
ମଣ୍ଡପ —A raised roofed or unroofed platform
[ଦ୍ରଷ୍ଟବ୍ୟ —ଅନ୍ୟ ଶବ୍ଦ ସଙ୍ଗେ ସଂଯୁକ୍ତ ହୋଇ ସାଧାରଣତଃ ଏହି ଶବ୍ଦଟି ପ୍ରୟୋଗହୁଏ; ଯଥା—ଦୋଳ— ମୁଣ୍ଡେଇ, ଧ୍ୱଜାମୁଣ୍ଡେଇ ଇତ୍ୟାଦି]