Jump to content

ମୁଣ୍ଡ ଉଠାଇବା

ଉଇକିଅଭିଧାନ‌ରୁ

ମୁଣ୍ଡ ଉଠାଇବା

ଉଚ୍ଚାରଣ

[ସମ୍ପାଦନା]

(ମୁଣ୍ଡଟେକିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଆପଣା ମସ୍ତକ ଉତ୍ତୋଳନ କରିବା —To raise up one's head.

୧. (ଲକ୍ଷଣାର୍ଥ) ଆପଣାର ସାଂସାରିକ ବା ସାମାଜିକ ଅବସ୍ଥାର ଉନ୍ନତି କରିବା —୧. To improve one's worldly or financial position.
୨. ଆପଣାର ଅବସ୍ଥା ବା କର୍ଯ୍ୟ ପାଇଁ ଲଜ୍ଜିତ ନ ହେବା, ଅର୍ଥାତ୍ ସମାଜରେ ମୁହଁ ଦେଖାଇ ପାରିବା —୨. Net to droop down one's head; to have no reason to be ashamed for anything concerning one's self.