Jump to content

ମୁଣ୍ଡ କିଣିବା

ଉଇକିଅଭିଧାନ‌ରୁ

ମୁଣ୍ଡ କିଣିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିକୁ କ୍ରୀତଦାସରୂପେ ପାଇବା —୧. To get a person as one's slave.
୨. କୌଣସି ବ୍ୟକ୍ତିର ଶିରଛେଦନ କରିବା ପାଇଁ କ୍ଷମତାପନ୍ନ ହେବା —୨. To have the power of life and death over a person.