ମୁଣ୍ଡ କୋଡ଼ିବା
ଦେଖଣା
ମୁଣ୍ଡ କୋଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ କୋଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୁଃଖ, ଅନୁତାପ, ଶୋକ ଆଦି ଯୋଗୁଁ ଭୂମିରେ ମୁଣ୍ଡକୁ ଆଘାତ କରିବା; ମୁଣ୍ଡ ବାଡ଼େଇବା — ୧. To strike one's own head on the ground in agony or grief.
(ଉ—ଦୁଃଖେ ମୁଣ୍ଡ କୋଡ଼ି ରକ୍ତେ ଅଶ୍ରୁଜଳେ ସିକ୍ତ କଲି ମୁହିଁ ମହୀ ରାଧାନାଥ ପାର୍ବତୀ)
- ୨. ମୁଣ୍ଡକୁ ଭୂମିରେ ଲଗାଇ ନମସ୍କାର କରିବା; ମୁଣ୍ଡିଆ ମାରିବା —୨. To touch the ground with one's head in making obeisance.