Jump to content

ମୁଣ୍ଡ ଖାଇବା

ଉଇକିଅଭିଧାନ‌ରୁ

ମୁଣ୍ଡ ଖାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଲକ୍ଷଣାର୍ଥ)

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ସର୍ବ— ନାଶର କାରଣ ହେବା —୧. To be the cause of a person's ruin.

(ଉ—ନାହା ବୁଡ଼ି ଗଲେ ନାହୁରିର ମୁଣ୍ଡ ଖାଏ— ଢଗ)

୨. (ରାଣ ପକାଇବାରେ ବ୍ୟବହୃତ ଯାଥା— 'ତତେ ମୋ ରାଣ ତୁ ! ମୋ ମୁଣ୍ଡ ଖାଉଟି ! ଏକଥାଟି କର୍
ଅର୍ଥାତ୍, ଯେବେ ଏ କାମ କରିବୁ ବା ମ କଥା ନ ରଖିବୁ ତେବେ ମୋର ମୁତ୍ୟୁ ଘଟୁ ଓ ମୋ ମୁଣ୍ଡକୁ ଖାଦ୍ୟ ରୂପେ ତୁ ଭୋଜନ କରୁ)—ଜଣକର ମୃତ୍ୟୁ ପରେ ତା ମୁଣ୍ଡକୁ ଭୋଜନ କରିବା —୨. (a term used in swearing wbile making a request to a person) May you eat my head if you do not accade to my request).
୩. (କୌଣସି ବ୍ୟକ୍ତିର) ମୁଣ୍ଡ ପର୍ଯ୍ୟନ୍ତ ଉଚ ହେବା —୩. To be of the height of a person's head.

(ଯଥା—ଏ ଗଜା ଅମ୍ୱ ଗଛଟି ଜଣେ ୧ ବରକ୍ଷିଆ ପିଲାର ମୁଣ୍ଡ ଖାଇବ)