ମୁଣ୍ଡ ଖେଳେଅବା
ଦେଖଣା
ମୁଣ୍ଡ ଖେଳେଅବା
ଉଚ୍ଚାରଣ
[ସମ୍ପାଦନା][ମୁଣ୍ଡ ଖଟା(ଟେ)ଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମୁଣ୍ଡ ଖେଳେଅବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ସମସ୍ୟା ସାଧନ କରିବା ପାଇଁ ମସ୍ତିଷ୍କ ବା ବୁଦ୍ଧି ଚାଳନ କରିବା —୧. To exercise one's brain to solve a matter.
- ୨. ଉପାୟ ଉଭାବନ ପାଇଁ ଚିନ୍ତା କରିବା — ୨. To think out a way out of a difficulty.