ମୁଣ୍ଡ ଗଣ୍ଡି
ଦେଖଣା
ମୁଣ୍ଡ ଗଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ଗଣ୍ଡି
|
ଦେଶଜ - ବିଶେଷ୍ୟ - (ସହଚର)
[ସମ୍ପାଦନା]- ୧. ମସ୍ତକ ଓ ଶରୀରର ଅନ୍ୟ ଅଂଶ — ୧. Head and trunk of the body.
- ୨. (ବିରକ୍ତସୂଚକ) ସାମାନ୍ୟ ମାତ୍ର ବିଷୟ ବା ବସ୍ତୁ — ୨. (a term of displeasure) A little matter or thing.
(ଯଥା—ତୁ ଏ କଥାର ମୁଣ୍ଡ ଗଣ୍ଡି ବୁଝିଛୁ)