ମୁଣ୍ଡ ଗଳେଇବା
ଦେଖଣା
ମୁଣ୍ଡ ଗଳେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ଗଳେଇବା
|
(ମୁଣ୍ଡ ଗଳିବା—ବିଶେଷ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଛିଦ୍ରରେ ଆପଣାର ମୁଣ୍ଡକୁ ପୂରାଇବା —୧. To thrust one's head into a hole.
- ୨. (ଲକ୍ଷଣାର୍ଥ)— କୌଣସି ବିଷୟ ବୁଝିବା ପାଇଁ ମସ୍ତିଷ୍କ ଚାଳନା କରିବା — ୨. (figurative) To exercise one's brain to understand a matter.