ମୁଣ୍ଡ ଗାଣ୍ଡି
ଦେଖଣା
ମୁଣ୍ଡ ଗାଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ଗାଣ୍ଡି
|
ଦେଶଜ - ବିଶେଷ୍ୟ - (ବିପରୀତାର୍ଥ ସହଚର)
[ସମ୍ପାଦନା]- ୧. କୌଣସି ପଦାର୍ଥ ଆଗ ମୁଣ୍ଡ ଓ ଶେଷ ମୁଣ୍ଡ; ଆଦି ଓ ଅନ୍ତ — ୧. The front and hind end of a thing.
- ୨. କୌଣସି ବିଷୟର ଧାରାବାହିକ ବା ନିଶ୍ଚିତ ବର୍ଣ୍ଣନା ବା ଅର୍ଥ — ୨. A comprehensive description or meaning or idea of a matter.
(ଯଥା—ମୁଁ ତା କଥାର ମୁଣ୍ଡଗାଣ୍ଡି କିଛି ପାଇଲି ନାହିଁ)