Jump to content

ମୁଣ୍ଡ ଗୁଞ୍ଜିବା

ଉଇକିଅଭିଧାନ‌ରୁ

ମୁଣ୍ଡ ଗୁଞ୍ଜିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରି—(ଲକ୍ଷଣାର୍ଥ)

ଅତ୍ୟନ୍ତ ଦୁର୍ଦ୍ଧଶାଗ୍ରସ୍ତ ଓ ନିରାଶ୍ରୟ ହୋଇ କୌଣସି ସ୍ଥାନରେ ବା କୌଣସି ବ୍ୟକ୍ତିଙ୍କ ନିକଟରେ ଅତି କଷ୍ଟରେ ଆଶ୍ରୟ ଗ୍ରହଣ କରିବା —(figurative) To shelter one's head in a place or in any house or under a person.