ମୁଣ୍ଡ ଛିଡ଼ିଯିବା
ଦେଖଣା
ମୁଣ୍ଡ ଛିଡ଼ିଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ଛିଡ଼ିଯିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅପମାହିତ ହେବା —୧. Being deeply humiliated.
- ୨. ଅପମାନିତ ବୋଧ କରିବା — ୨. Feeling humiliated.
- ୩. (ଲକ୍ଷଣାର୍ଥ) ସ୍ରୋତର ବେଗ ଅତି ବଳବାନ୍ ହେବା —୩. (figurative) Flowing with a very forceful or strong curent.