Jump to content

ମୁଣ୍ଡ ଟୁଙ୍ଗାରିବା

ଉଇକିଅଭିଧାନ‌ରୁ

ମୁଣ୍ଡ ଟୁଙ୍ଗାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମୁଣ୍ଡକୁ ବାରଂବାର ତଳକୁ ଓ ଉପରକୁ ହଲାଇବା —୧. To alternately lower and lift one's head; to nod one's head up and down.
୨. ସମ୍ମତିର ନିଦର୍ଶନ ସ୍ୱରୁପ ମୁଣ୍ଡକୁ ଈଷତ୍ ନୂଆଇଁବା —୨. To slightly lower one's head as a token of consent.