Jump to content

ମୁଣ୍ଡ ଟେକିବା

ଉଇକିଅଭିଧାନ‌ରୁ

ମୁଣ୍ଡ ଟେକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନତମସ୍ତକକୁ ଉତ୍ତୋଳନ କରିବା — ୧. To raise or up lift up one's head.
୨. (ଲକ୍ଷଣାର୍ଥ) ଲଜ୍ଜାଜନକ କାର୍ଯ୍ୟ କରି ନ ଥିବାରୁ ନତମସ୍ତକ ନ ହୋଇ ସମାଜରେ ମୁହଁ ଟେକି ଚଳ ପ୍ରଚଳ ହେବବା —୨. (figurative) To move in society with one's head lifted up, there being no cause to hang down one's head in shame.
୩. (ଲକ୍ଷଣାର୍ଥ) ନିତାନ୍ତ ବିପନ୍ନ ବା ଦରିଦ୍ରାବସ୍ଥାରୁ ଉନ୍ନତତର ଅବସ୍ଥାକୁ ଆସିବା —୩. (figurative) To rise from poverty or troubled state.