ମୁଣ୍ଡ ତକିଆ
ଦେଖଣା
ମୁଣ୍ଡ ତକିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ତକିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶୋଇଲାବେଳେ ମୁଣ୍ଡତଳେ ଦେବା ଉପାଧାନ —A pillow for the head.
[ଦ୍ରଷ୍ଟବ୍ୟ —ଶୋଇଲା ବେଳେ ପାର୍ଶ୍ୱରେ ଦିଆଯିବା ତକିଆକୁ କଡ଼ ତକିଆ ଓ ଗୋଡ଼ ତଳେ ଦିଆଯିବା ତକିଆକୁ ଗୋଡ଼ ତକିଆ ବୋଲାଯାଏ]