ମୁଣ୍ଡ ଦେଖାଇବା
ଦେଖଣା
ମୁଣ୍ଡ ଦେଖାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ଦେଖାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସମାଜରେ ନିର୍ଭୟରେ ବିଚରଣ କରିବା —୧. To walk in society with one's head erect.
- ୨. କୌଣସି କାର୍ଯ୍ୟରେ ଚିହ୍ନା ପଡ଼ିବା —୨. To expose oneself.
- ୩. ମୁଣ୍ଡ ପତାଇବା (ଦେଖ) - —୩. Muṇḍa patāibā (See)
- ୪. ଦଳ ମଧ୍ୟରୁ ଆପଣାର ମୁଣ୍ଡକୁ ଟେକି ଅନ୍ୟମାନଙ୍କ— ଠାରୁ ପୃଥକ୍ରୂପେ ଦେଖାଇବା —୪. To raise up one's head from amongst of a crowd.
- ୫. ଗୁପ୍ତସ୍ଥାନରୁ ନିଜର ମୁଣ୍ଡକୁ ପଦାକୁ ବାହାର କରିବା — ୫. To show up one's head from a place of concealment.
- ୬. ସାହସ କରିବା —୬. To have courage.