Jump to content

ମୁଣ୍ଡ ଦେବା

ଉଇକିଅଭିଧାନ‌ରୁ

ମୁଣ୍ଡ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଲକ୍ଷଣାର୍ଥ) ମୃତ୍ୟୁକୁ ବରଣ କରିବା; ଜୀବନ ଉତ୍ସର୍ଗ କରିବା —୧. TO sacrifice one's self.
୨. ତକିଆ ଉପରେ ମସ୍ତକ— ସ୍ଥାପନ କରିବା —୨. To lay one's head on a pillow.
୩. ବୁଦ୍ଧି ପ୍ରୟୋଗ କରିବା —୩. To exercise one's brain or intellect.