ମୁଣ୍ଡ ଧରିବା
ଦେଖଣା
ମୁଣ୍ଡ ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ଧରିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୁଣ୍ଡ ବିନ୍ଧିବା; ମଥାବ୍ୟଥା —୧. Headache.
- ୨. ମସ୍ତଷ୍କ ଉପରେ କୌଣସି ମାଦକ ଦ୍ରବ୍ୟର ପ୍ରତିକ୍ରିୟା —୨. The action of some intoxicant on the brain.
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବଡ଼ ଲୋକ କିମ୍ୱା ମୁରବ୍ୱା ସ୍ଥାନୀୟ ଲୋକଙ୍କର ଆଶ୍ରୟ ନେବା ବା ଶରଣାପନ୍ନ ହେବା —୧. To take refuge under a great personage.
- ୨. (କୌଣସି ସ୍ତ୍ରୀ) ପୁରୁଷ— ବିଶେଷକୁ ସ୍ୱାମୀରୂପେ ଆଶ୍ରୟ କରିବା —୨. (a woman) To take a male (not one's husband) as her protector or paramour.
- ୩. (କୌଣସି କର୍ମ) ଶେଷ ହୋଇ ଆସିବା —୩. (a work) To proceed towards completion.