Jump to content

ମୁଣ୍ଡ ନୁଆଁଇବା

ଉଇକିଅଭିଧାନ‌ରୁ

ମୁଣ୍ଡ ନୁଆଁଇବା

ଉଚ୍ଚାରଣ

[ସମ୍ପାଦନା]

[ମୁଣ୍ଡ ନୋଇଁବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୁଣ୍ଡ+ନମନ)

[ସମ୍ପାଦନା]
୧. ମସ୍ତକକୁ ଅବନତ କରିବା —୧. To bend one's head down wards; to bow.
୨. ଲଜ୍ଜାରେ ମୁଣ୍ଡ ପୋତିବା —୨. To hang down one's head in shame.
୩. ନମସ୍କାର କରିବା — ୩. To make obeisance.
୪. (ଲକ୍ଷଣାର୍ଥ) ବଶ୍ୟତା ସ୍ୱାକାର କରିବା —୪. (figurative) To acknowledge another's authority.