Jump to content

ମୁଣ୍ଡ ପକାଇବା

ଉଇକିଅଭିଧାନ‌ରୁ

ମୁଣ୍ଡ ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି କାର୍ଯ୍ୟକ୍ଷେତ୍ରରେ ପ୍ରତିଯୋଗିତା କରିବା —୧. To vie or emulate in a matter.
୨. ଚେଷ୍ଟା କରିବା —୨. To try.

ବିଶେଷ୍ୟ -

[ସମ୍ପାଦନା]
୩. ପ୍ରକାଶ୍ୟରେ ଚିହ୍ନାପଡ଼ି କୌଣସି କାର୍ଯ୍ୟ କରିବା —୩. To do a work openly.