ମୁଣ୍ଡ ପତାଇବା
ଦେଖଣା
ମୁଣ୍ଡ ପତାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ପତାଇବା
|
[ମୁଣ୍ଡ ପାତି(ଡ଼ି, ରି)ବା—ଅନ୍ୟରୂପ]
ଦେଶଜ - କ୍ରି. (ଲକ୍ଷଣାର୍ଥ)
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ଆଦେଶକୁ ଶିରୋଧାର୍ଯ୍ୟ କରିବା ବା ସ୍ୱୀକାର କରିବା —୧. (figurative) To yield to a person's orders.
- ୨. ଅନ୍ୟ ବ୍ୟକ୍ତିଦ୍ୱାରା ଆପଣାର ମସ୍ତକ ଛେଦିତ ହେବା ପାଇଁ ତାଙ୍କୁ ଆପଣା ମୁଣ୍ଡକୁ ଦେଖାଇ ଦେବା; ମସ୍ତକକୁ ଅର୍ପଣ କରିବା — ୨. To offer one's head to another (as a sing of complete submission).
- ୩. କୌଣସି କାର୍ଯ୍ୟର ଦାୟୁତ୍ୱ ବହନ କରିବା —୩. To take upon one's self some responsibility.