ମୁଣ୍ଡ ପଶିବା
ଦେଖଣା
ମୁଣ୍ଡ ପଶିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ପଶିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ଦ୍ରବ୍ୟରେ ବା ଛିଦ୍ରରେ ମୁଣ୍ଡ ଗଳିଯିବା —୧. The entry of one's head into a thing or opening.
- ୨. (ଲକ୍ଷଣାର୍ଥ) ବୁଦ୍ଧିର ପ୍ରବେଶ; ବୁଝିପାରିବା —୨. (figurative) Comprehension of any matter.