ମୁଣ୍ଡ ପୋତା
ଦେଖଣା
ମୁଣ୍ଡ ପୋତା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ମୁଣ୍ଡକୁ ପୋତେ ଯେ)
[ସମ୍ପାଦନା]ଏକ ଜାତୀୟ କେଳା —A class of Keḻās who bury their heads in a hole dug in the ground and beg for alms in that posture by extending the arms.
[ଦ୍ରଷ୍ଟବ୍ୟ —ଏମାନେ ଚିତି ହୋଇ ଶୋଇ ମୁଣ୍ଡ ତଳେ ଗୋଟିଏ ଗାତ ଭୂଇଁରେ
ଖୋଳି ସେଥି ଭିତରେ ମୁଣ୍ଡକୁ ପୂରାଇ ମୁଣ୍ଡ ଉପରେ ମାଟି ଘୋଡ଼ାଇ ଦେଇ ହାତ ପତାଇ ସେବାଟେ ଯାଉଥିବା ଦର୍ଶକଙ୍କୁ ଭିକ୍ଷା ମାଗନ୍ତି]
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମାଟି ଭିତରେ ଯେ ମୁଣ୍ଡ ପୋତେ —୧. HIding one's head under the ground.
- ୨. ପୋତା ମୁହାଁ (ଦେଖ) - — ୨. Potā muhāñ (See)