ମୁଣ୍ଡ ପୋତିବା
ଦେଖଣା
ମୁଣ୍ଡ ପୋତିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ପୋତିବା
|
ଦେଶଜ - କ୍ରି, (ଲକ୍ଷଣାର୍ଥ)
[ସମ୍ପାଦନା]- ୧. ଲଜ୍ଜାରେ ମୁହଁ ତଳକୁ କରିବା —୧. (figurative) To droop down or hang down one's head through shame.
(ଉ—ଆସିବେ ଯେବେ ଥିବେ ମୁଣ୍ଡ ପୋତି ରହି, କହିବାକୁ କଥା ତାଙ୍କର ଆଉ ନାହିଁ କୃଷ୍ଣସିଂହ. ମହାଭାରତ. ବନ)
- ୨. ମସ୍ତକକୁ ତଳକୁ ନତ କରିବା —୨. To bow or droop down one's head.