ମୁଣ୍ଡ ବନ୍ଧା
ଦେଖଣା
ମୁଣ୍ଡ ବନ୍ଧା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ବନ୍ଧା
|
ଦେଶଜ - ବିଶେଷ୍ୟ - (ଯାହା ମୁଣ୍ଡରେ ବନ୍ଧା ହୁଏ)
[ସମ୍ପାଦନା]- ୧. ଶିରପା; ମୁଣ୍ଡ ଚାରିପାଖେ ଠେକା ବାନ୍ଧିବା ପାଇଁ ବ୍ୟବହୃତ ଲଗା —୧. Cloth tied round the head as a turban.
- ୨. ପାନିଆ ଆଦିଦ୍ୱାରା କେଶକୁ କୁଣ୍ଡାଇ ଗଣ୍ଠି ପକାଇବା ବା ଜୁଡ଼ା ବାନ୍ଧିବା —୨. Tying of the hair into a knot or chignon after combing.