ମୁଣ୍ଡ ବାଡ଼େଇବା
ଦେଖଣା
ମୁଣ୍ଡ ବାଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ବାଡ଼େଇବା
|
ମୁଣ୍ଡ ପଟକିବା, ମୁଣ୍ଡ ପଟକା(କେ)ଇବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୁଃଖ ବା ଶୋକ ଯୋଗୁଁ ଭୂଇଁରେ ନିଜର ମୂଣ୍ଡକୁ ଆଘାତ କରିବା —୧. To strike one's head on the ground (in anger or agony of grief).
- ୨. ଅନ୍ୟର ମସ୍ତକରେ ଯଷ୍ଟିଦ୍ୱାରା ଆଘାତ କରିବା — ୨. To deal a blow on another's head.