Jump to content

ମୁଣ୍ଡ ବାନ୍ଧିବା

ଉଇକିଅଭିଧାନ‌ରୁ

ମୁଣ୍ଡ ବାନ୍ଧିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୁଣ୍ଡ ଓ ବନ୍ଧ୍ ଧାତୁ)

[ସମ୍ପାଦନା]

ଆପଣାର ବା ଅନ୍ୟର କେଶକୁ କୁଣ୍ଡାଇ ଗଣ୍ଠି ବା ଜୁଡ଼ା ପକାଇବା —To dress up one's hair into a knot or chignon.