ମୁଣ୍ଡ ବିକା
ଦେଖଣା
ମୁଣ୍ଡ ବିକା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (କୁଜଙ୍ଗ) ବିଶେଷ୍ୟ -
[ସମ୍ପାଦନା]- ୧. କଟକ ଜିଲ୍ଲାର କୁଜଙ୍ଗ ରାଜ୍ୟରେ ଏକପ୍ରକାର ଚାକିରି —୧. A system of service in the Kujaṅga easte of Cuttack district, in which the servant renders free service in lieu of some land of free wood from the easte jungles.
[ଦ୍ରଷ୍ଟବ୍ୟ —ଏହି ଚାକିରି କରିବା ଲୋକ ରାଜସରକାରରୁ କେତେକ ଜମି ନିଷ୍କାରରୂପେ ପାଏ, କିମ୍ୱା ଜଙ୍ଗଲରୁ କାଠ ଛାଡ଼ି ପାଏ ଓ ଏଥି ବଦଳରେ ମୂଲ ବା ମଜୁରି ନ ନେଇ ରାଜାଙ୍କର କେତେକ ନିର୍ଦ୍ଦିଷ୍ଟ ସେବା କରେ ମୁଣ୍ଡ ବିକା କେଉଟ ରାଜାଙ୍କୁ ବିନା ଭଡ଼ାରେ ଡଙ୍ଗାରେ ଡଙ୍ଗା ଦିଏ; ମୁଣ୍ଡବିକା ଚଷା ବିନା ମଜୁରିରେ ହଳ କାମ କରେ, ମୁଣ୍ଡବିକା ବାରିକ ବିନା ଦରମାରେ କ୍ଷୌର ଓ ଶଙ୍ଖୁଳା ବୋଝ ନେବା ଇତ୍ୟାଦି କାମ କରେ; ମୁଣ୍ଡବିକା ଧୋବା ବିନା ବର୍ତ୍ତନରେ କାଠ ଚିରେ ଓ ଲୁଗା ସଫା କରେ ଏବଂ ମୁଣ୍ଡବିକା କୁମ୍ଭାର ବିନା ମୂଲ୍ୟରେ ହାଣ୍ଡି ଯୋଗାଏ]
ବିଶେଷଣ -
[ସମ୍ପାଦନା]- ୧. ଉକ୍ତ ପ୍ରଥାନୁସାରେ ବିନା ପାରିମାଣିକରେ ଚାକିରି ଖଟିବା (ଲୋକ) —୧. Serving without remuneration according to the aforesaid custom of Muṇḍabikā
- ୨. (ଲକ୍ଷଣାର୍ଥ) ସଂପୂର୍ଣ୍ଣରୂପେ
ପରଠାରେ ନିଜକୁ ଅର୍ପଣ କରିଥିବା (ଲୋକ) — ୨. (figurative) Surrending one's self completely to another.