Jump to content

ମୁଣ୍ଡ ବୁଲା

ଉଇକିଅଭିଧାନ‌ରୁ

ମୁଣ୍ଡ ବୁଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମୁଣ୍ଡ ଚକ୍କର ଦେବା, ମୁଣ୍ଡ ବୁଲ[ଲେ]ଇବା, ମୁଣ୍ଡ ବୁଲା [ଲେ]ଇ ହେବାଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମସ୍ତକ ଘୂର୍ଣ୍ଣନ; ଶିରୋଘୂର୍ଣ୍ଣନ —Giddiness of the head; reeling of the head.

ଦେଶଜ - ବିଶେଷଣ -

[ସମ୍ପାଦନା]

କଥାକଥାକେ ବା ଅଳ୍ପ ଆୟାସରେ ଯାହାର ମସ୍ତିଷ୍କ ବିକୃତି ଘଟେ —Liable to derangement of the brain on small provocations.