ମୁଣ୍ଡ ବୋଝ
ଦେଖଣା
ମୁଣ୍ଡ ବୋଝ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ବୋଝ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମୁଣ୍ଡଦ୍ୱାରା ବହନ କରାଯିବା ବୋଝ —A load carried on the head.
[ଉ—ପାଟ ବସନ ବାନ୍ଧି ଚୂଳ, ଶ୍ରବଣେ ବିରାଜେ କୁଣ୍ଡଳ ସେ ଯେବେ ହରିଙ୍କି ନ ନମେ, ସେ ମୁଣ୍ଡ ବୋଝ ବହି ଶ୍ରମେ—ଜଗନ୍ନାଥ ଭାଗବତ]