Jump to content

ମୁଣ୍ଡ ବୋଝିଆ

ଉଇକିଅଭିଧାନ‌ରୁ

ମୁଣ୍ଡ ବୋଝିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ମୁଣ୍ଡ ଉପରେ ବୋଝ ବହିବା (ବ୍ୟକ୍ତି) — (a person) Carrying loads on the head.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୁଣ୍ଡରେ ବୋଝ ବହିବା ଯାହାର ଜୀବିକା; ମୋଟିଆ —A carrier of load on the head; a professional carrier or bearer; a porter.

(ଉ—ଶଗଡ଼ିଆ ପଶିଲେ ମୁଣ୍ଡ ବୋଝିଆ ଛାଡୢ ପଳାନ୍ତି—ଢଗ)