Jump to content

ମୁଣ୍ଡ ମାରିବା

ଉଇକିଅଭିଧାନ‌ରୁ

ମୁଣ୍ଡ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଗଭୀର ଶୋକରେ) ନିଜର ମୁଣ୍ଡକୁ କୌଣସି କଠିନ ପଦାର୍ଥରେ ଆଘାତ କରିବା



ମୁଣ୍ଡ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମୁଣ୍ଡମୁଆଁଇଁବା; ମସ୍ତକ ଅବନତ କରିବା —୧. To bow down.
୨. ଦେବତା ପ୍ରଭୂତିଙ୍କ ନିକଟରେ ମୁଣ୍ଡକୁ ଭୂମିରେ ଛୁଆଇଁ ନମସ୍କାର କରିବା —୨. To make obisesance by touching one's head to the ground.
୩. ଗଭୀର ଶୋକରେ ଭୂଇଁରେ ନିଜର ମୁଣ୍ଡକୁ ଆଘାତ କରିବା —୩. To strike one's head on the ground through grief.