ମୁଣ୍ଡ ମୋଡ଼ିବା
ଦେଖଣା
ମୁଣ୍ଡ ମୋଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ମୋଡ଼ିବା
|
(ମୁଣ୍ଡମୋଡ଼ା—ବିଶେଷ୍ୟ - ରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବେକଶଣ୍ଡାରୁ ମୁଣ୍ଡକୁ ମୋଡ଼ି ଗଣ୍ଡିରୁ ମୁଣ୍ଡକୁ ଛିଣ୍ଡାଇ ଦେବା —To twist asunder the head.
[ଉ—କ୍ରୋଧ ନିଷେଧ ଯୋଗୀଙ୍କର; ସେ ମୁଣ୍ଡ ମୋଡ଼ିଲେ ବ୍ରହ୍ମାର ଭୂପତି ପ୍ରେମପଞ୍ଚାମୃତ]