ମୁଣ୍ଡ ରଖିବା
ଦେଖଣା
ମୁଣ୍ଡ ରଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ମୁଣ୍ଡ ଓ ରକ୍ଷ୍ ଧାତୁ)
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ଜୀବନ ରକ୍ଷା କରିବା —୧. To save another's life.
[ଉ—ମା କାଳି ! (ମୋ ପିଲାର) ଏ ମୁଣ୍ଡ ରଖିଲେ ତୋତେ ଦୁଇ ମୁଣ୍ଡ (ବୋଦା) ଦେବି]
- ୨. କୌଣସି ବ୍ୟକ୍ତିକୁ ପ୍ରାଣ ଦଣ୍ଡରୁ ବା ମୃତ୍ୟୁମୁଖରୁ ରକ୍ଷା କରିବା — ୨. To save a person from losing his head.
- ୩. ମୁଣ୍ଡ ଗୁଞ୍ଜିବା (ଦେଖ) - ୩. Muṇḍa gun̄jibā (See)
ମୁଣ୍ଡ ରଖିବା
ଦେଶଜ - କ୍ରି.
[ସମ୍ପାଦନା]- ୧. ମନୁଷ୍ୟର ଜୀବନ ରକ୍ଷା କରିବା
- ୨. ଉପାଧାନ ଆଦିରେ ମସ୍ତକ ସ୍ଥାପନ କରିବା
- ୩. କୌଣସିଠାରେ ଆଶ୍ରୟ ଗ୍ରହଣ କରିବା