ମୁଣ୍ଡ ଲଇଁବା
ଦେଖଣା
ମୁଣ୍ଡ ଲଇଁବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡ ଲଇଁବା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଣ୍ଡ ଓ ନମ୍ ଧାତୁ)
[ସମ୍ପାଦନା]- ୧. ମସ୍ତକ ନତ ହେବା —୧. The bending or drooping down of one's head.
- ୨. (ଲକ୍ଷଣାର୍ଥ) ଲଜ୍ଜାରେ ଅବନତମସ୍ତକ ହେବା —୨. (figurative) Hanging down of one's head with shame.
- ୩. (ଲକ୍ଷଣାର୍ଥ) ବଶ୍ୟତା ସ୍ୱାକାର —୩. (Figurative) Acknow ledgement of another's authority or mastery.
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମୁଣ୍ଡ ନୁଆଁଇବା (ଦେଖ) - Muṇḍa nuāiñbā (See)