Jump to content

ମୁଣ୍ଡ ହିଲେଇବା

ଉଇକିଅଭିଧାନ‌ରୁ

ମୁଣ୍ଡ ହିଲେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମୁଣ୍ଡକୁ ବାରମ୍ୱାର ଏପାଖରୁ ସେପାଖକୁ ଚାଳିତ କରିବା —୧. To wave or wag the head to and fro.
୨. ଅସମ୍ମତିର ଚିହ୍ନ ସ୍ୱରୁପ ମୁଣ୍ଡକୁ ବାରମ୍ୱାର ଏପାଖ ସେପାଖ ଚାଳିତ କରିବା; ନାହିଁ କରିବା —୨. To wave one's head to indicate denial; to express 'no' by waving one's head.
୩. ସମ୍ମତିର ନିଦର୍ଶନସ୍ୱରୁପ ମୁଣ୍ଡକୁ ଏକଥର ଉପରୁ ତଳରୁ ଚାଳିତ କରିବା — ୩. To lower one's head once to express 'yes'

[ଦ୍ରଷ୍ଟବ୍ୟ —ଦୁଇ ପାଖକୁ ଏକାଧିକ ବାର ମୁଣ୍ଡକୁ ଚାଳିତ କଲେ ତହିଁରୁ ଅସମ୍ମତି ବା ନାସ୍ତି ବାଣୀ ଜଣାପଡ଼େ; କିନ୍ତୁ ମୁଣ୍ଡକୁ ଥରେ ମାତ୍ର ଗୋଟିଏ ପାଖକୁ ଅଥବା ଉପରୁ ତଳକୁ ଚାଳିତ କଲେ ତହିଁରୁ ସମ୍ମାନିତ ଜଣାପଡ଼େ]