ମୁତଇନ୍
ଦେଖଣା
ମୁତଇନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (କଚିରିଆ) (ଆରବୀ - ମୂତାୟୂନ୍)
[ସମ୍ପାଦନା]- ୧. କୌଣସି ବିଶେଷ କାର୍ଯ୍ୟ କରିବା ପାଇଁ ନିଯୁକ୍ତ —୧. Appointed or deputed for a particular work.
[ଉ— ହରିସିଂ ଆପଣା ପହରାରେ ମତୟନ ଥିବା ହାଲତ—ଫକୀର ମୋହନ. ଛମାଣ ଆଠଗୁଣ୍ଠ]
- ୨. କୌଣସି କର୍ମରେ ସ୍ଥାୟୀଭାବରେ ନିଯୁକ୍ତ —୨. Permanently appointed; belonging to the permanent staff or service.