ମୁତପୁଡ଼ା
ଦେଖଣା
ମୁତପୁଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁତପୁଡ଼ା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁତ୍ରପୁଟ)
[ସମ୍ପାଦନା]- ୧. ମୁତ୍ରାଶୟ —୧. Bladder
- ୨. ଜରାୟୁରେ ଭ୍ରୃଣକୁ ଘେରି ରହିଥିବା ଜଳୀୟ ପଦାର୍ଥର ମୁଁଣା ବା ପତଳା ପରଦା; ଉଲ୍ୱ —୨. Amnion; thin membrane or sack of watery substance surrounding the embreyo in the womb and which acts as a lubricant just before delivery.
[ଦ୍ରଷ୍ଟବ୍ୟ —ମନୁଷ୍ୟ ଶିଶୁର ପ୍ରସବ ପୂର୍ବେ ଏହି ମୁଣା ଫାଟିଗଲେ ଜନ୍ମ ସହଗମ ହୋଇଯାଏ ସାଧାରଣତଃ ମୁତପୁଡ଼ା ଫାଟିଲେ ପିଲା ଶୀଘ୍ରର ଜନ୍ମ ହେବ ବୋଲି ଜଣା ପଡ଼େ ହାତୀଛୁଆ ଏହି ମୁଣାଦ୍ୱାରା ଆବୃତ ହୋଇ ଭୁମିଷ୍ଠ ହୋଇଥାଏ; ପରେ ହାତୁଣୀ କାନରେ ବିଞ୍ଛି ବିଞ୍ଛି ସେହି ମୁଣାରେ ଜଳୀୟ ଅଂଶକୁ ଶୁଖାଇ ଦେଲେ ତାହା ଫାଟିଯାଏ ଓ ତନ୍ମମଧ୍ୟରୁ ଛୁଆ ବାହାରେ]