ମୁତା
ଦେଖଣା
ମୁତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁତ୍ର)
[ସମ୍ପାଦନା]ମୁତ୍ରତ୍ୟାଗ —Urination.
(ଉ— 'ଚରଚରକା ବଳଦ ମୁତା—ଶିଶୁବଚନ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁତାହ୍ ମୁତଅ)
[ସମ୍ପାଦନା]ମୁସଲମାନ୍ମାନଙ୍କ ମଧ୍ୟରେ ପ୍ରଚଳିତ କିଛି କାଳ ସ୍ଥାୟୀ ବିବାହ —Temporary marriage amongst the Mahomedans.
(ଦ୍ର—ଏ ବିବାହ ପ୍ରାୟଶଃ ସିହା ସଂପ୍ରଦାୟ ମଧ୍ୟରେ ପ୍ରଚଳିତ)
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ସାନ ଢାଳ; ଲୋଟା —A small water jug.