ମୁତାଲୁକେ
ଦେଖଣା
ମୁତାଲୁକେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମୁତାଲୁକେ
|
ବୈଦେଶିକ - ଓ. ଅ (କଚିରିଆ) ବିଣ—(ଆରବୀ - ମୁତଅଲିକ୍= ସମ୍ୱନ୍ଧୀୟ)
[ସମ୍ପାଦନା]- ୧. ଇଲାକାଭୁକ୍ତ; ଅଧୀନ — ୧. Within the jurisdiction of; under
- ୨. ସମ୍ୱନ୍ଧୀୟ —୨. Relating to.
- ୩. ଅନ୍ତର୍ଗତ — ୩. Included in.
[ଯଥା—ମୌ ସିଦ୍ଧେଶ୍ୱର ପୁର ପ୍ର କୋଦିଣ୍ଡା ମୁତାଲକେ ଜିଲ୍ଲା କଟକ ଏଥିରେ ସାଙ୍କେତିକ ଚିହ୍ନ ମୁ]