ମୁତାହୀ
=== ବୈଦେଶିକ - ବିଶେଷଣ - ଓ ବିଶେଷ୍ୟ - ସ୍ତ୍ରୀ
(ମୁସଲମାନଙ୍କ ପକ୍ଷରେ) ମୁତା ବିବାହ ରୀତିରେ ଅସ୍ଥାୟୀ ଭାବରେ ରକ୍ଷିତା (ସ୍ତ୍ରୀ) —(in the case of a Mahomedan) (a woman) Taken as one's temporary wife by the system of Muta marriage.