ମୁତିବା
ମୂତ୍ରୋତ୍ସର୍ଗ କରିବା; ପ୍ରସ୍ରାବ କରିବା —To pass urine; to make water.
[ଦ୍ରଷ୍ଟବ୍ୟ —ଏହା ହଗିବା ଶବ୍ଦ ସଙ୍ଗେ ସହଚରରୂପେ ବ୍ୟବହୃତ ହୁଏ ଏ କ୍ରିୟାର ଅସମାପିକା ରୂପେ ସଙ୍ଗେ ପକାଇବା ଓ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]